Header Ads

ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ଶଚେତନତାର କାର୍ଯ୍ୟକ୍ରମ ସହ ଅଗ୍ନି ସୁରକ୍ଷା ସଂପର୍କୀୟ ତାଲିମ୍ ଏବଂ କଳା କୌଶଳ ପ୍ରଦର୍ଶନ କରିବା ସହ ନୀଜକୁ ଏବଂ ଅଗ୍ନି ଘେରରେ ଫସିଥିବା ପୀଡ଼ତା ମାନଙ୍କୁ କିପରି ସୁରକ୍ଷା କରାଜିବ,ସେହୀ ସଂପର୍କରେ ଅଗ୍ନିଶମ ବିଭାଗ ପକ୍ଷରୁ ଡେଲିମାର୍କଟ୍ ଟାଉନ୍ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସମୁଖ୍ୟରେ ଅଗ୍ନିସୁରକ୍ଷା ସଂପର୍କୀତ କଳା କୌଶଳ ପ୍ରଦର୍ଶନ ସହ ସେମାନଙ୍କୁ ପ୍ରାାଥମିକ ସୁରକ୍ଷା ସଂପର୍କରେ ଅବଗତ କରାଯାଇଥିଲା ।

No comments:

The 2nd step towards make Bondamunda pollution free form the chemical dust of RSP (NSPCL). On d public interest we called Mla Dillip Ray ...

Powered by Blogger.